Home Oriya Odia Dictionary

Download Oriya Odia Dictionary APP

Pancreas Oriya Odia Meaning

ଅଗ୍ନାଶୟ

Definition

ଶରୀରରେ ମିଳୁଥିବା ଏକ ଲମ୍ବାଗ୍ରନ୍ଥି ଯାହା ଆମାଶୟର ପଛରେ ଅବସ୍ଥିତ ଏବଂ ଯେଉଁଥିରୁ ପାଚକ ରସ ତଥା ଇନସୁଲିନ୍‌ ବାହାରିଥାଏ
ପାଚନ କାର୍ଯ୍ୟରେ ସହାୟକ ହେବାପାଇଁ ଯେଉଁ ଗ୍ରନ୍ଥିରୁ ସ୍ରାବ ନିର୍ଗତ ହୁଏ

Example

ଅଗ୍ନାଶୟରୁ ବାହାରୁଥିବା ପାଚକରସ ହଜମ କ୍ରିୟାରେ ସହାୟକ ହୋଇଥାଏ
ପାଚକ ଗ୍ରନ୍ଥି ପାଚନ ବ୍ୟବସ୍ଥାର ଏକ ଅଂଶ