Home Oriya Odia Dictionary

Download Oriya Odia Dictionary APP

Parasite Oriya Odia Meaning

ପରଜୀବୀ

Definition

ଯେ ଅନ୍ୟ ଉପରେ ଆଶ୍ରିତ
କିଛି ବିଷେଶ ପ୍ରକାରର ବନସ୍ପତି ବା କୀଟ ପତଙ୍ଗ ଯେ ଅନ୍ୟ ଗଛ କିମ୍ବା ଜୀବ ଜନ୍ତୁଙ୍କ ଶରୀରରେ ରହି ଏବଂ ତାର ରସ ବା ରକ୍ତ ଶୋଷି ବଞ୍ଚନ୍ତି
ଯେ ଅନ୍ୟ ଜୀବ ଉପରେ ନିର୍ଭର କରି ତା

Example

ପ୍ରରାଶ୍ରିତ ଜୀବନ ବିତାଇବା ଉଚିତ୍‌ ନୁହେଁ
ଉକୁଣି ଏକ ପ୍ରକାରର ପରଜୀବୀ
ସେଇଟି ଗୋଟିଏ ପରଜୀବୀ ଲତା