Home Oriya Odia Dictionary

Download Oriya Odia Dictionary APP

Parcel Out Oriya Odia Meaning

ବାଣ୍ଟିବା, ବିତରଣ କରିବା

Definition

ଅଳ୍ପ ଅଳ୍ପ କରି ଦେବା
ପାଣିର ସହାୟତାରେ ରଗଡ଼ିକରି ପାଲିସ୍‌ କରିବା
କୌଣସି ବସ୍ତୁକୁ ଭାଗଭାଗ କରିବା
ବାଣ୍ଟିବା କ୍ରିୟା
ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା

Example

ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
ସେ ଶିଳରେ ମସଲା ବାଟୁଛି
ଚୋରମାନେ ଚୋରି ଧନ ବାଣ୍ଟିଲେ
ଆଜି ତହସିଲଦାର ଭୂମି ବାଣ୍ଟିବାପାଇଁ ଆସୁଛନ୍ତି
ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି