Home Oriya Odia Dictionary

Download Oriya Odia Dictionary APP

Parlour Oriya Odia Meaning

ଆସ୍ଥାନ, ବୈଠକ, ସଭା କକ୍ଷ

Definition

କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ
ବାରମ୍ବାର ଉଠବସ ହେଉଥିବା ଏକପ୍ରକାର କସରତ
ଯୋଗର ଆସନ
ଘରର ବାହାର ଆଡ଼କୁ ଥିବା କୋଠରି ଯେଉଁଠି ମୁରବି ଲୋକ ବସନ୍ତି ଏବଂ ସବୁ ଲୋକଙ୍କ ସହ

Example

କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା
ପହେଲମାନ ସକାଳୁସକାଳୁ ଦଣ୍ଡ ବୈଠକ ମାରନ୍ତି
ଯୋଗାସନରେ ବହୁତ ରୋଗ ନିବାରଣ ହୋଇଥାଏ
ବୈଠକଖାନାରେ ଅତିଥି ଆପଣଙ୍କୁ ଅପେକ୍ଷା କରିଛନ୍ତି
ଗାଁର ଚଉପାଢିରେ ଲୋ