Home Oriya Odia Dictionary

Download Oriya Odia Dictionary APP

Participation Oriya Odia Meaning

ଅଂଶ, ସହଭାଗିତା

Definition

କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା
କୌଣସି କାର୍ଯ୍ୟ ଆଦିରେ ଭାଗୀଦାର ହେବା ବା ସଂଶ୍ଳିଷ୍ଟ ହେବା

Example

ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି