Home Oriya Odia Dictionary

Download Oriya Odia Dictionary APP

Parting Oriya Odia Meaning

ଟେରି, ବିଦାୟ, ସୁନ୍ଥା, ସୁନ୍ଥାଣି

Definition

ବିଦା ହେବାର କ୍ରିୟା
ବିଦାୟ ଦେବା ସମୟରେ ଦିଆ ଯାଉଥିବା ଧନ
ବିବାହପରେ କନ୍ୟାକୁ ଶଶୁରଘର ପଠାଇବାର ବିଶେଷ ପ୍ରଥା

Example

ବିଦାୟବେଳାରେ ଆଖିରେ ଅଶ୍ରୁ ଆସିଯାଏ
ଅତିଥିମାନଙ୍କୁ ଶହେଟଙ୍କା ଲେଖାଏଁ ବିଦାକି ମିଳିଛି
ଅଞ୍ଜନାର ନିର୍ବନ୍ଧଠାରୁ ପୁଆଣୀ ପର୍ଯ୍ୟନ୍ତ ରମେଶ ଛୁଟିନେଇ ହିଁ ଘରେ ରହିଲା