Home Oriya Odia Dictionary

Download Oriya Odia Dictionary APP

Passion Oriya Odia Meaning

କାମଉତ୍ତେଜନା, କାମୋଦ୍ଦୀପନା, ଭାବବେଶ

Definition

ଦ୍ୱିଧା, ଅଶାନ୍ତି, କଠିନତା ତଥା ବ୍ୟାକୁଳତାରୁ ଉତ୍ପନ୍ନ ହେଉଥିବା ମନୋଦଶା
ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ

Example

ମୋତେ ଦିନରାତି ଏହି ଚିନ୍ତା ଲାଗିରହିଛି ଯେ ମୁଁ ଏହି କାମ କିଭଳି ଶୀଘ୍ରଶୀଘ୍ର ଶେଷ କରିବି
ସଚିନ ଉତ୍ସାହ ସହିତ ବଲ୍‌ ମାରୁଛନ୍ତି
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ସନକ,ସନନ୍ଦନ ଆଦି ଦେବକୋଟିରେ ଗଣାଯାଆନ୍ତି
ଏହି ଗାୟିକାଙ୍କ ଲ