Home Oriya Odia Dictionary

Download Oriya Odia Dictionary APP

Passive Oriya Odia Meaning

କର୍ମବାଚ୍ୟ

Definition

ଯିଏ ସହନ କରେ
ବ୍ୟାକରଣରେ ବାଚ୍ୟର ଦୁଇଟି ଭେଦରୁ ଗୋଟିଏ ଯାହା ସୂଚିତ କରେ ଯେ ଯାହା କିଛି କୁହାଯାଇଛି ତାହା କର୍ମର ପ୍ରଧାନତାହେତୁ
ଯାହାର କ୍ରିୟାଶୀଳତା ବନ୍ଦ ହୋଇଯାଇଛି

Example

ଆଧୁନିକ ଯୁଗରେ ସହିଷ୍ଣ୍ନୁ ବ୍ୟକ୍ତି ମିଳିବା ବଡ଼ କଷ୍ଟକର
ରାମଦ୍ୱାରା ପୁସ୍ତକ ପଢ଼ାଗଲା- ଏହା କର୍ମବାଚ୍ୟର ଉଦାହରଣ
ରୋଗୀ ନିଷ୍କ୍ରିୟ ଅବସ୍ଥାରେ ବିଛଣାରେ ପଡ଼ିଛି