Home Oriya Odia Dictionary

Download Oriya Odia Dictionary APP

Paste Oriya Odia Meaning

ଅବଲେହ, ଚପେଇବା, ପେଷ୍ଟ୍‌, ମାରିବା, ଲଖେଇବା, ଲଗାଇବା, ଲେପ

Definition

ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
କାହାକୁ କୁଣ୍ଢେଇ ପକାଇବା
ଅଠାଳିଆ ବସ୍ତୁଦ୍ୱାରା କୌଣସି ଉପରି ଭାଗରେ କୌଣସି ବସ୍ତୁ ଲଗାଇବା
ଦାନ୍ତ ଘଷିବାପାଇଁ ବ୍ୟବହୃତ ହେଉଥିବା ପେଷ୍ଟ
କୌଣସି ବସ

Example

ଝିଅ ପ୍ରଣାମ କଲା ପରେ ବାପା ତାକୁ କୁଣ୍ଢେଇ ପକାଇଲେ
ସେ କାନ୍ଥରେ ଚିତ୍ରଗୁଡ଼ିକୁ ଲଗାଇଲା
ପ୍ରତିଦିନ ଟୁଥ ପେଷ୍ଟ ବ୍ୟବହାର କଲେ ଦାନ୍ତ ସଫା ରହେ
ସେ କାନ୍ଥ ଉପରେ ମାଟିର ଲେପ ଦେଉଛି
ଶ୍ୟମ ପୋଷ୍ଟରରେ ଅଠା ଲଗାଇ