Home Oriya Odia Dictionary

Download Oriya Odia Dictionary APP

Patriotic Oriya Odia Meaning

ଦେଶଭକ୍ତ

Definition

ଯେ ସଚ୍ଚା ହୃଦୟରେ ନିଜ ଦେଶର ଉନ୍ନତି ଓ କଲ୍ୟାଣ ଚାହେଁ ଏବଂ ତାହାର ସିଦ୍ଧିପାଇଁ ପ୍ରଯତ୍ନ କରେ
ନିଜ ଦେଶ ପ୍ରତି ରହିବା ଶ୍ରଦ୍ଧା ବା ଆଦର ଭାବ

Example

ଆଜାଦ, ଭଗତ ସିଂଙ୍କ ଭଳି ଦେଶଭକ୍ତମାନେ ସ୍ୱାଧୀନତାପାଇଁ ଆତ୍ମବଳି ଦେଇଥିଲେ
ଭଗତସିଂ ତାଙ୍କର ଦେଶଭକ୍ତି ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ
ଦେଶଭକ୍ତ ସିପାହିଟି ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସୀମା ଉପରେ ପହରା ଦେଉଥିଲା