Home Oriya Odia Dictionary

Download Oriya Odia Dictionary APP

Patron Oriya Odia Meaning

ପ୍ରାୟୋଜକ

Definition

ଯେ କୌଣସି ବସ୍ତୁଆଦି କିଣି ବା କୌଣସି ସାଧନଆଦିର ଉପଯୋଗ କରି ବଦଳରେ ଧନ ଦିଏ
ଦେଖାଶୁଣା ବା ରକ୍ଷଣାବେକ୍ଷଣ କରୁଥିବା ବ୍ୟକ୍ତି
ପାଳନ ପୋଷଣ କରିବା ବା ଆଶ୍ରୟରେ ରହିବାବାଲା ବ୍ୟକ୍ତି
ଯେଉଁ ବ୍ୟକ୍ତି ଛୋଟପିଲା, ସ୍ତ୍ରୀ ବା ସେପରି ବ୍ୟକ୍ତିମାନଙ୍କର ପାଳନ ପୋଷଣ ବା

Example

ଏହି ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିରହିଥାଏ
ମନ୍ତ୍ରୀଙ୍କ ସଂରକ୍ଷକଙ୍କୁ ଗୁଳି ମାଡ଼ ହୋଇଛି
ଏହି ବିଦ୍ୟାଳୟର କେତେଜଣ ପୃଷ୍ଠପୋଷକ ଅଛନ୍ତି
ଆଜି ବିଦ୍ୟାଳୟରେ ଛାତ୍ରମାନଙ୍କର ଅଭିଭାବକମାନଙ୍କୁ ଡକାଯାଇଥିଲା