Home Oriya Odia Dictionary

Download Oriya Odia Dictionary APP

Patter Oriya Odia Meaning

ପିଟିବା, ବଜେଇବା, ବାଡେଇବା

Definition

ଏଣୁତେଣୁ କଥା ବା ଅନୌପଚାରିକ କଥାବାର୍ତ୍ତା
ପାଗଳଙ୍କ ପରି ଅଯଥା କଥା କହିବା
କୌଣସି ବସ୍ତୁକୁ ବଜାଇ ବା ପିଟି ଢୋ ଢୋ ଶବ୍ଦ ଉତ୍ପନ୍ନ କରିବା
ନିଦ ବା ଅଚେତରେ କଥାବାର୍ତ୍ତା କରିବା
ଝଗଡ଼ାଝାଟିହେବାର କ୍ରିୟା ବା ଭାବ
ଢୋଢା ଶବ୍ଦ
ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍

Example

ଫାଲତୁ ଗପସପରେ ସମୟ ନଷ୍ଟ କର ନାହିଁ
ଭୀଷଣ ଜ୍ୱର କାରଣରୁ ସେ ପ୍ରଳାପ କରୁଛି
ଖେତରେ ପକ୍ଷୀଙ୍କୁ ହୁରୁଡ଼ାଇବାପାଇଁ ଟିଣ ବାଡ଼ିଆହୁଏ
ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
ପୁଲିସ ଆସିବାକ୍ଷଣି ଗଳିର ଝଗଡ଼ାଝାଟି ବନ୍ଦ ହୋଇଗଲା
ଗୁଳିର ଢୋଢା ଶବ୍ଦ