Home Oriya Odia Dictionary

Download Oriya Odia Dictionary APP

Pavilion Oriya Odia Meaning

ଗ୍ୟାଲେରୀ

Definition

ନାଟ୍ୟଶାଳାଆଦିର ବିଶେଷ ସ୍ଥାନ ଯାହା ଉପରେ ଅଭିନେତା ଅଭିନେତ୍ରୀଆଦି ଅଭିନୟ କରନ୍ତି
କୌଣସି ବିଶେଷ ଅବସରରେ ବାଉଁଶ, କାଠ,ଦଉଡ଼ି, ଲୁଗାଆଦିରେ ଛାଉଁଣି କରି ତିଆରି କରାଯାଇଥିବା ସ୍ଥାନ
ଏକ ବଡ଼ ତମ୍ବୁ
ପିଲା ଏବଂ ଖେଳାଳୀମାନଙ୍କପାଇଁ ଉଦ୍ଦିଷ୍ଟ ପଡ଼ିଆ

Example

ସେ ରଙ୍ଗମଞ୍ଚ ପାଖରେ ବସି ନାଟକକୁ ଉପଭୋଗ କରୁଛି
ଏହା ବାହାଘର ମଣ୍ଡପ
ବରଯାତ୍ରୀ ଦଳ ଛାମୁଣ୍ଡିଆ ତଳେ ବସିଛନ୍ତି
ଆମ ବିଦ୍ୟାଳୟର ଖେଳ ପଡ଼ିଆ ବହୁତ ବଡ଼
ସଚିନ ଶତକ ଲଗାଇବା ମାତ୍ରେ ପ୍ୟାଭିଲିଅନରେ ବସିଥିବା ଦର୍ଶକ