Home Oriya Odia Dictionary

Download Oriya Odia Dictionary APP

Paw Oriya Odia Meaning

କର, ହସ୍ତ, ହାତ

Definition

ପଶୁପକ୍ଷୀଆଦିଙ୍କ ହାତ ବା ପାଦର ଅଙ୍ଗୁଳି ସମୂହ
ପଶୁ ପକ୍ଷୀମାନଙ୍କ ପଞ୍ଝା
ପାଞ୍ଚଟି ବୁଟି ଥିବା ତାସ ପତା
ପାଞ୍ଚଟା ଲେଖାଏଁ ଫଳ ଗଣତି କରିବାର ଏକକ
ହାତ ମୁଠାର ଉପର ଭାଗ
ହାତ ମୁଠାର ଏହି ଚିହ୍ନ ବା ଛାପ ଯାହା ପ୍ରାୟ

Example

ବାଘଟି ଠେକୁଆକୁ ପଞ୍ଝାରେ ଧରିନେଲା
ମୂଷା ବାଘର ପଞ୍ଝାରେ ଫଶିଗଲା
ମୋ ପାଖରେ କେବଳ ରଙ୍ଗର ପଞ୍ଜା ଅଛି
ପାଞ୍ଚଟା କଦଳୀ ଦିଅନ୍ତୁ
ତାର ପାପୁଲି ମେଶିନରେ କଟି ଗଲା
ଆମର ଏଠି ନୂଆ ଘର ପ୍ରବେଶ ଅବସରରେ ଝିଅମାନେ ପାଞ୍ଚଆଂଗୁଟିଆ ଚିତା ପକାନ୍ତି