Home Oriya Odia Dictionary

Download Oriya Odia Dictionary APP

Peace Oriya Odia Meaning

ପ୍ରଶାନ୍ତି, ଶାନ୍ତି

Definition

ଦେବାନେବା, ବ୍ୟବହାର, ଝଗଡ଼ା, ବିବାଦଆଦି ସମ୍ବନ୍ଧରେ ସବୁପକ୍ଷ ମଧ୍ୟରେ ଆପୋସ କଥାବାର୍ତ୍ତା
ଯେଉଁ ମାନସିକ ଅବସ୍ଥାରେ କ୍ଷୋଭ, ଦୁଃଖଆଦି ଦୂର ହୁଏ ବା ମନ ଶାନ୍ତ ରହେ
କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
କୌଣସି କାର୍ଯ୍ୟ

Example

କାଶ୍ମୀର ମାମଲା ଉପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ବୁଝାମଣା ଆବଶ୍ୟକ
ଯୋଗ ହେଉଛି ଶାନ୍ତି ପ୍ରାପ୍ତିର ଏକ କାରଣ
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲ