Home Oriya Odia Dictionary

Download Oriya Odia Dictionary APP

Peanut Vine Oriya Odia Meaning

ଚିନାବାଦାମ, ବାଦାମ, ଭୂଇଁ ଚଣା

Definition

ବାଦାମ ଭଳି ଏକ ଛୋଟ ଫଳ ଯାହା ମାଟି ତଳେ ହୋଇ ଥାଏ
ଏକ ପ୍ରକାର ଗଛ ଯାହାର ମଞ୍ଜି ବାଦାମ ଭଳି କିନ୍ତୁ ମାଟି ଭିତରେ ଫଳିଥାଏ
ଚୀନାବାଦାମର ଭିତରେ ଥିବା ଅଂଶ

Example

ସେ ଚିନାବାଦାମ ଖାଉଛି
ସେ ଚିନାବାଦାମକୁ ମୂଳରୁ ଉପାଡ଼ି ଦେଲା
ଚୀନାବାଦାମ ମଞ୍ଜିରୁ ତେଲ ବାହାରେ