Home Oriya Odia Dictionary

Download Oriya Odia Dictionary APP

Pedagogy Oriya Odia Meaning

ତାଲିମ, ମାଷ୍ଟରି, ଶିକ୍ଷା

Definition

ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
ଶିଖାଇବା ବା ଶିଖା ଯାଉଥିବା ହିତକଥା
ବିଦ୍ୟା, ସଂଗୀତଆଦି ପଢ଼ାଇବାର କିମ୍ବା ଶିଖାଇବାର କ୍ରିୟା

Example

ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
ଆମ ମହାକାବ୍ୟରୁ ଆମକୁ ଏହି ଶିକ୍ଷା ମିଳେ ଯେ ସବୁବେଳେ ସତ୍ୟର ହିଁ ଜୟ ହୋଇଥାଏ
ପାଠଶାଳାରେ ବହୁ ବିଷୟରେ ଶିକ୍ଷା ଦିଆଯାଏ