Home Oriya Odia Dictionary

Download Oriya Odia Dictionary APP

Pelagic Oriya Odia Meaning

ମହାସାଗରୀୟ

Definition

ସମୁଦ୍ରର ବା ସମୁଦ୍ର ସମ୍ବନ୍ଧୀୟ
ସମୁଦ୍ର ତଟ ଠାରୁ ଦୂର, ଗଭୀର ସମୁଦ୍ରର ବା ତାହା ସହିତ ସମ୍ବନ୍ଧିତ
ସମୁଦ୍ରରୁ ଉତ୍ପନ୍ନ
ଯାହା ଜାହାଜ ବା ନୌପରିବହନ ଆଦି ସହ ସମ୍ବନ୍ଧିତ ବା ଯେଉଁଥିରେ ନୌପରିବହନ, ନାବିକ ଆଦି ସାମିଲ୍ ଥାଆନ୍ତି

Example

ତିମି ଏକ ସାମୁଦ୍ରିକ ଜୀବ
ମୁଗ୍ଧା ତଟ-ପାର୍ବତୀୟ ଜୀବମାନଙ୍କ ବିଷୟରେ ଅଧ୍ୟୟନ କରୁଛି
ସେ ମୋତି,ଶଙ୍ଖ ଆଦି ସମୁଦ୍ରଜାତ ବସ୍ତୁଗୁଡ଼ିକର ବ୍ୟବସାୟ କରେ
ସାମୁଦ୍ରିକ ତାଲିମ୍ ସମୟରେ ନାବିକମାନଙ୍କୁ ନୂଆନୂଆ ବିଷୟ ସହ ପରିଚିତ କରାଇଦିଆଗଲା