Home Oriya Odia Dictionary

Download Oriya Odia Dictionary APP

Pelt Oriya Odia Meaning

ପ୍ରବଳ ବର୍ଷାହେବା, ମୂଷଳଧାରାରେ ବର୍ଷାହେବା, ଯୋରରେ ବର୍ଷାହେବା

Definition

ମୃତ ପଶୁମାନଙ୍କଠାରୁ ବାହାର କରାଯାଇଥିବା ଯେଉଁ ଛାଲରେ ଜୋତା ତିଆରି କରାଯାଏ
ଶରୀର ଉପରେଥିବା ଚମଡ଼ା
ଶୂନ୍ୟକୁ ଫୋଫାଡିବା
ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
ନଷ୍ଟ ବା ବରବାଦ କରିବା
ଅସାବଧା

Example

ସେ ଚମଡ଼ା କାମ କରୁଅଛି
ମୋହନ ଶ୍ୟାମଆଡ଼କୁ ବଲ୍‌ ପକେଇଲା
କେଜାଣି କୋଉଠି ରମେଶ ଚାରିଶହ ଟଙ୍କା ପକେଇଦେଲା
ପ୍ରେମ ନିଜ ସାଙ୍ଗମାନଙ୍କ ଭିତରେ ବହୁତ ହାଙ୍କିମାରେ