Home Oriya Odia Dictionary

Download Oriya Odia Dictionary APP

Penetration Oriya Odia Meaning

ଅବବୋଧ, ଜ୍ଞାନ, ବୋଧ, ବୋଧି, ସଜ୍ଞାନ

Definition

କୌଣସି କ୍ଷେତ୍ର, ବର୍ଗଆଦିର ବିଶିଷ୍ଟ ନିୟମ ପୂରଣ କରି ସେଠାରେ ପହଞ୍ଚିବାର କ୍ରିୟା
ବ୍ୟବସାୟ, ଆୟଆଦି ଉଦ୍ଦେଶ୍ୟରେ ପୁଞ୍ଜି ଲଗେଇବା କାର୍ଯ୍ୟ
କୌଣସି ବସ୍ତୁ, ସ୍ଥାନଆଦିର ଭିତରକୁ ଯିବା ବା ପ୍ରବେଶ କରିବାର କ୍ରିୟା
ଛେଦ କରିବା କ୍ରିୟା
ଯାହାର

Example

ତାଙ୍କୁ ଏକ ବଡ଼ ସଂସ୍ଥାନରେ ପ୍ରବେଶ ଅଧିକାର ମିଳିଗଲା
ଲକ୍ଷେ ଟଙ୍କା ପୁଞ୍ଜି ନିବେଶ ପରେ ମଧ୍ୟ ସେଇ ବେପାରରୁ କିଛି ଲାଭ ହେଲାନାହିଁ
ଏଠାରେ ବାହାର ଲୋକମାନଙ୍କର