Home Oriya Odia Dictionary

Download Oriya Odia Dictionary APP

People Oriya Odia Meaning

ଆଶ୍ରୟ ଦେବା, ଜନତା, ଜନସମୂହ, ଜନସାଧାରଣ, ନାଗରିକ, ପ୍ରଜା, ବସବାସ କରିବା, ବସାଇବା, ମାନବସମୂହ, ଲୋକ, ସ୍ଥାପନ କରିବା

Definition

ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ଗୋଟିଏରୁ ଅଧିକ ବ୍ୟକ୍ତି
କୌଣସି ଜାଗାରେ ରହୁଥିବା ବା ବାସ କରୁଥିବା ବ୍ୟକ୍ତି
କୌଣସି ରାଜାଙ୍କ ଅଧିନରେ ବା ତାଙ୍କର ରାଜ୍ୟରେ ବାସ କରୁଥିବା ଲୋକ
ବଂଶ-ପଂରମ୍ପରା ଅନୁସାରେ କରାଯାଇଥିବା ସମାଜର ବିଭାଗୀ କରଣ
କୌଣସି ଦେଶ ବା ସ୍ଥାନର ସମସ

Example

ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ଲୋକଙ୍କ ମଙ୍ଗଳପାଇଁ କାମ କରିବା ଉଚିତ୍
ଏଠାକାର ସମସ୍ତ ବାସିନ୍ଦାଙ୍କୁ ଜଣାଇ ଦିଆ‌ଯାଉଛି କି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ନିଜ ଘରେ ଶରଣ ଦିଅନ୍ତୁନାହିଁ
ରାଜା ହର୍ଷବର୍ଦ୍ଧନଙ୍କ ରାଜୁତି କାଳରେ ପ୍ରଜାମାନେ ସୁଖରେ ଥିଲେ
ହିନ୍ଦୁମାନଙ୍କ ମଧ୍ୟରେ ନ