Home Oriya Odia Dictionary

Download Oriya Odia Dictionary APP

Perfection Oriya Odia Meaning

ପୂରା, ପୂର୍ଣ୍ଣ, ପୂର୍ଣ୍ଣତା, ପୂର୍ତ୍ତି

Definition

ଅପରାଧହୀନ ହେବା ଅବସ୍ଥା ବା ଭାବ
ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
କୌଣସି କାମଆଦିରେ ପ୍ରବୀଣ ହେବାର ଭାବ
ସଂପୂର୍ଣ୍ଣ ହେବାର ଅବସ୍ଥା ବା ଭାବ ଯେଉଁଥିରେ କୌଣସି ପ୍ରକାର ଊଣା ନ ଥାଏ

Example

ଏହି ସାକ୍ଷୀଙ୍କ ବୟାନରେ ତାଙ୍କର ନିର୍ଦ୍ଦୋଷତା ପ୍ରମାଣିତ ହୋଇଯିବ
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
ଏହି ସଂସ୍ଥାର ସଂପୂର୍ଣ୍ଣତାପାଇଁ ଶ୍ୟାମ କଠିନ ପରିଶ୍ରମ କରୁଛି