Home Oriya Odia Dictionary

Download Oriya Odia Dictionary APP

Permit Oriya Odia Meaning

ଅନୁମତିପତ୍ର, ଲାଇସେନ୍ସ୍‌

Definition

ଯେଉଁ ପତ୍ରଦ୍ୱାରା କାହାକୁ କିଛି ଆଜ୍ଞା ବା ଆଦେଶ ଦିଆଯାଏ
ପ୍ରସ୍ତାବ ଆଦିରେ ରାଜିହେବା କିମ୍ବା କୌଣସି କାମ କରିବାକୁ ସକରାତ୍ମକ ଭାବେ ସ୍ୱୀକାର କରିବା
କୌଣସି ବିଶେଷ କାମ କରିବାପାଇଁ ବା ନିଜ ପାଖ

Example

ନ୍ୟାୟାଳୟରୁ ମିଳୁଥିବା ଆଦେଶପତ୍ର ଅନୁସାରେ ଆମେ ଏହି ଘର ଛାଡ଼ିଦେବା ଉଚିତ
ପ୍ରାଧ୍ୟାପକ ଆମର ଏହି କାମକୁ ସ୍ୱୀକୃତି ଦେଲେ
ମହେଶକୁ ଗାଡ଼ି ଚଲେଇବାପାଇଁ ଲାଇସେନ୍ସ୍‌ ମିଳିଯାଇଛି