Person Oriya Odia Meaning
ଜନ, ପୁରୁଷ, ବ୍ୟକ୍ତି, ମଣିଷ, ଲୋକ
Definition
ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
ନର ଜାତିର ମନୁଷ୍ୟ
କୌଣସି ପ୍ରାଣୀର ସବୁ ଅଙ୍ଗର ସମୂହ ଯାହା ଏକ ରୂପ ସୃଷ୍ଟି କରିଥାଏ
ବ୍ୟାକରଣରେ ସର୍ବନାମର ସେହି ପ୍ରଭେଦ ଯେଉଁଥିରୁ ସର୍ବନାମର ପ୍ରୟୋଗ ବକ୍ତ
Example
ପୁରୁଷ ଓ ସ୍ତ୍ରୀମାନଙ୍କର ଶାରୀରିକ ଗଠନ ଭିନ୍ନ
ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କର/ ଆମେ ଯେଉଁ ପ୍ରକାରେ ପୁରୁଣା ଲୁଗା ବଦଳିଥାଉ ସେହିପ୍ରକାରେ ଆତ୍ମା ଶରୀର ବଦଳାଇଥାଏ
ବ୍ୟାକରଣ ଅନୁସାରେ ପୁରୁଷ
Celebrity in Oriya OdiaSingly in Oriya OdiaIntermediate in Oriya OdiaSetting in Oriya OdiaXlii in Oriya OdiaLarge Number in Oriya OdiaInfertile in Oriya OdiaMartyr in Oriya OdiaCypriot in Oriya OdiaWhitewash in Oriya OdiaTape Recorder in Oriya OdiaEnumeration in Oriya OdiaPeg in Oriya Odia100000 in Oriya OdiaThen Again in Oriya OdiaStress in Oriya OdiaTryout in Oriya OdiaOne in Oriya OdiaUndecipherable in Oriya OdiaLargesse in Oriya Odia