Home Oriya Odia Dictionary

Download Oriya Odia Dictionary APP

Pert Oriya Odia Meaning

ଦୁଃସାହସୀ

Definition

ବଡ଼ମାନଙ୍କୁ ଉଚିତ୍‌ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ଅନୁଚିତ କିମ୍ବା ଆବଶ୍ୟକତାରୁ ଅଧିକ

Example

ରାମୁ ଜଣେ ଉଦ୍ଧତ ବାଳକ
ମୋହନ ବହୁତ ଧୃଷ୍ଟ
ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
ଭୀମ ବଡ଼ ଦୁଃସାହସୀ ବାଳକ
ବଗିଚାରେ ବହୁତ ସୁନ୍ଦର ସୁନ୍ଦର ସପୁ