Home Oriya Odia Dictionary

Download Oriya Odia Dictionary APP

Pessimist Oriya Odia Meaning

ନିରାଶାବାଦୀ

Definition

ସର୍ବଶେଷରେ ନିରାଶା ପ୍ରାପ୍ତି ହିଁ ନିଶ୍ଚିତ ଏଭଳି ଉକ୍ତିକୁ ଯେଉଁ ମତ ସମର୍ଥନ କରେ
ନିରାଶାବାଦକୁ ମାନୁଥିବା ବ୍ୟକ୍ତି
ଯେ ଆଶା ବା ସଫଳତାରେ ବିଶ୍ୱାସ କରେ ନାହିଁ

Example

ଜୀବନରେ ନୈରାଶ୍ୟବାଦର ସ୍ଥାନ ରହିବା ଅନୁଚିତ
ନୈରାଶ୍ୟବାଦୀମାନଙ୍କ ମନରେ ଦ୍ୱିଧା ଘର କରିଥାଏ
ନୈରାଶ୍ୟବାଦୀ ଭାବ ଆମ ଉନ୍ନତିରେ ବାଧା ସୃଷ୍ଟି କରେ