Home Oriya Odia Dictionary

Download Oriya Odia Dictionary APP

Petitioner Oriya Odia Meaning

ଆବେଦକ, ନିବେଦକ, ପ୍ରାର୍ଥନାକାରୀ, ପ୍ରାର୍ଥୀ

Definition

ଯେ ଆବଦନ କରିଛି
ଯେ ଆବେଦନ କରିଛି
ପ୍ରାର୍ଥନା ବା ଆବେଦନ କରିବା ବ୍ୟକ୍ତି
ଯାଚନା କରୁଥିବା ବ୍ୟକ୍ତି
ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି

Example

ଏହି ପଦ ନିମନ୍ତେ ଶହେ କୋଡ଼ିଏ ଜଣ ଆବେଦକ ଆବେଦନ ପତ୍ର ଦାଖଲ କରିଛନ୍ତି
ପରିଚାଳକ ଆବେଦନକାରୀମାନଙ୍କୁ ଆଜି ସାକ୍ଷାତ ପାଇଁ ଡାକିଛନ୍ତି
ପ୍ରାର୍ଥୀ କର୍ମଚାରୀମାନଙ୍କ ଦରଖାସ୍ତଗୁଡ଼ିକ ଉପରେ ଆଜି