Home Oriya Odia Dictionary

Download Oriya Odia Dictionary APP

Pettiness Oriya Odia Meaning

ଅଧମତା, ନିକୃଷ୍ଟତା, ସଂକୀର୍ଣ୍ଣତା, ହୀନମନ୍ୟତା

Definition

ତୁଚ୍ଛ ବା ନଗନ୍ୟ ହେବାର ଭାବ ବା ଅବସ୍ଥା
କମ୍ ଚଉଡ଼ା ହେବାର ଅବସ୍ଥା
ସଂକୀର୍ଣ୍ଣ ବିଚାରର ଅବସ୍ଥା

Example

ଆମକୁ କୌଣସି କଥାପାଇଁ ତୁଚ୍ଛତା ଅନୁଭବ କରିବା ଅନୁଚିତ୍‌
ରାସ୍ତାର ସଂକୀର୍ଣ୍ଣତା କାରଣରୁ ଗମନାଗମନରେ ଅସୁବିଧା ହେଉଥିଲା
ମାନସିକ ସଂକୀର୍ଣ୍ଣତା ରୁଢ଼ିବାଦକୁ ପ୍ରଶ୍ରୟ ଦିଏ