Home Oriya Odia Dictionary

Download Oriya Odia Dictionary APP

Pharmaceutical Oriya Odia Meaning

ଔଷଧୀୟ

Definition

ରୋଗୀକୁ ସୁସ୍ଥ କରିବା ବା ରୋଗର ଚିକିତ୍ସା କରିବା ବା ରୋଗର ନିରାକରଣପାଇଁ ବିଧିପୂର୍ବକ ତିଆରି ହୋଇଥିବା ଔଷଧସମୂହର ବ୍ୟବହାର
ଔଷଧ ବା ଔଷଧ ସମ୍ବନ୍ଧୀୟ

Example

ନିୟମିତ ଔଷଧ ସେବନ କଲେ ହିଁ ରୋଗ ଭଲ ହୋଇଥାଏ
ଏହି ଛୋଟ ଜଙ୍ଗଲରେ ଔଷଧୀୟ ବନସ୍ପତି ଅତ୍ୟଧିକ ପରିମାଣରେ ଅଛି