Home Oriya Odia Dictionary

Download Oriya Odia Dictionary APP

Philosophical Oriya Odia Meaning

ବୈଶେଷିକ

Definition

ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ
ଯେ ଦର୍ଶନ ଜାଣେ
ଦର୍ଶନ-ଶାସ୍ତ୍ର ସହ ସମ୍ବନ୍ଧିତ
ଛଅଟି ଦର୍ଶନରୁ ଗୋଟିଏ
ବୈଶେଷିକ ଦର୍ଶନରେ ବିଜ୍ଞ
ବୈଶେଷିକ ଦର୍ଶନ ସମ୍ବନ୍ଧୀୟ
କୌଣସି ବିଶେଷ ବିଷୟ ଆଦିରେ ସମ୍ବନ୍ଧ ରଖିବା ବ୍ୟକ୍ତି

Example

ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍‌ମାନେ ଭାଗ ନେଉଛନ୍ତି
ଦାର୍ଶନିକ ଅରସ୍ତୁ ଜଣେ ରାଜନୀତିଜ୍ଞ ମଧ୍ୟ ଥିଲେ
ସେ ଦର୍ଶନଶାସ୍ତ୍ରୀୟ ପୁସ୍ତକର ସମୀକ୍ଷା କଲେ
ଋଷି କଣାଦ ବୈଶେଷିକର ରଚୟିତା ଥିଲେ
ଆମ ଆଚାର୍ଯ୍ୟ ଜଣେ ବୈଶେଷିକ
ଶିକ୍ଷକ