Home Oriya Odia Dictionary

Download Oriya Odia Dictionary APP

Philosophy Oriya Odia Meaning

ତତ୍ତ୍ବଜ୍ଞାନ, ତତ୍ତ୍ବଶାସ୍ତ୍ର, ଦର୍ଶନ, ଦର୍ଶନ ଶାସ୍ତ୍ର

Definition

ଆଖିରେ କୌଣସି ବ୍ୟକ୍ତି,ବସ୍ତୁ ଆଦିର ହେଉଥିବା ବୋଧ
ଶ୍ରଦ୍ଧା, ଭକ୍ତି, ଓ ବିନମ୍ରତାପୂର୍ବକ ଦେବତା, ଦେବମୂର୍ତ୍ତି ଅଥବା ବଡ଼ମାନଙ୍କୁ କରାଯାଉଥିବା ସାକ୍ଷାତକାର
ସେହି ବିଚାରଧାରା ଯେଉଁଥିରେ ପ୍ରକୃତି,ଆତ୍ମା,ପରମାତ୍ମା ଓ ଜୀବନର ଅନ୍ତିମ ଲକ୍ଷ୍ୟ ଆଦିର ବିବେଚନା ହୋଇଥାଏ

Example

ଆମ ଶିକ୍ଷକଙ୍କର ଦର୍ଶନ ଶାସ୍ତ୍ରରେ ଭଲ ଜ୍ଞାନ
କାମର ବ୍ୟସ୍ତତା କାରଣରୁ ଏକ ମାସ ହେଲା ବାପାଙ୍କ ଦର୍ଶନ ହୋଇନାହିଁ
ବୌଦ୍ଧ ଦର୍ଶନ ଅନୁସାରେ ସଂସାର କ୍ଷଣଭଙ୍ଗୁର
ଦର୍ଶନ ଉପନିଷଦ ସାମବେଦସହିତ ସମ୍ବନ୍ଧିତ