Photo Oriya Odia Meaning
ଛାୟାଚିତ୍ର, ଫଟୋ
Definition
ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି
କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
କୌଣସି କଥନ, ବିବେଚନ, ବିବରଣ ଇତ୍ୟାଦିକୁ ସ୍ପଷ୍ଟ କରିବପାଇଁ ଉପସ୍ଥିତ କରାଯାଉଥିବା କୌଣସି ବସ୍ତୁର ପ୍ରତିକୃତି
କ୍ୟାମେରାରୁ
Example
କଳାନିକେତନରେ ମକୱୁଲ୍ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି
ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
ଛବି ସହାୟତାରେ ପଢ଼ାଇଲେ ପିଲାମାନେ ଶୀଘ୍ର ବୁଝିପାରନ୍ତି
ଏହି ଆବେଦନପତ୍ର ଉପରେ ଆପଣଙ୍କର ଏକ ଫଟୋ ବି ଲଗାନ୍ତୁ
ମୋଦ୍ୱାରା ଏହି ଚିତ୍ର ଅଙ୍କାଯାଇଛ
Espousal in Oriya OdiaAmalgamated in Oriya OdiaTwenty-first in Oriya OdiaDesire in Oriya OdiaAfghan in Oriya OdiaRetirement in Oriya OdiaTorpidity in Oriya OdiaLinguistic Scientist in Oriya OdiaComa in Oriya OdiaShort in Oriya OdiaDecimal Point in Oriya OdiaSadness in Oriya OdiaBlack-and-white in Oriya OdiaStretch in Oriya OdiaPrivateness in Oriya OdiaCrewman in Oriya OdiaVilno in Oriya OdiaHero in Oriya OdiaGory in Oriya OdiaRomanian in Oriya Odia