Home Oriya Odia Dictionary

Download Oriya Odia Dictionary APP

Picture Oriya Odia Meaning

ଆଖ୍ୟାନ, ଚଳ୍ଚିତ୍ର, ଚିତ୍ର, ଚିତ୍ରକଳା, ଚିତ୍ରକାରୀ, ଚିତ୍ରଣ, ଚିତ୍ରପଟ, ପିକ୍‌ଚ୍‌ର, ଫଟୋ, ଫିଲ୍ମ, ବଖାଣ, ବର୍ଣ୍ଣନ, ବର୍ଣ୍ଣନା, ବୃତ୍ତାନ୍ତ, ମୁଭି, ସିନେମା

Definition

ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି
କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
କୌଣସି ଜାଗାରେ ଚିତ୍ର ଅଙ୍କନ କରିବା
କୌଣସି କଥନ, ବିବେଚନ, ବିବରଣ ଇତ

Example

କଳାନିକେତନରେ ମକୱୁଲ୍‌ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି
ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
ଛାତ୍ର ନିଜ ଖାତାରେ ଆମ୍ବର ସୁନ୍ଦର ଚିତ୍ର ଆଙ୍କୁଛି
ଛବି ସହାୟତାରେ ପଢ଼ାଇଲେ ପିଲ