Home Oriya Odia Dictionary

Download Oriya Odia Dictionary APP

Pictured Oriya Odia Meaning

ଚିତ୍ରିତ

Definition

ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି
କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
କୌଣସି କଥନ, ବିବେଚନ, ବିବରଣ ଇତ୍ୟାଦିକୁ ସ୍ପଷ୍ଟ କରିବପାଇଁ ଉପସ୍ଥିତ କରାଯାଉଥିବା କୌଣସି ବସ୍ତୁର ପ୍ରତିକୃତି
ଯେଉଁଥିରେ

Example

କଳାନିକେତନରେ ମକୱୁଲ୍‌ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି
ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
ଛବି ସହାୟତାରେ ପଢ଼ାଇଲେ ପିଲାମାନେ ଶୀଘ୍ର ବୁଝିପାରନ୍ତି
ଏହି ଟଙ୍କା ଉପରେ ଗାନ୍ଧିଜୀଙ୍କର ଫୋଟ ଚିହ୍ନିତ ହୋଇଅଛି
ଗମ୍ବୁଜର