Home Oriya Odia Dictionary

Download Oriya Odia Dictionary APP

Pigeon Oriya Odia Meaning

କପୋତ, ପାରା

Definition

ଦଳରେ ରହୁଥିବା ଏକ ମଧ୍ୟମ ପ୍ରକାରର ପକ୍ଷୀ ଯିଏ ପ୍ରାୟତଃ ପଡ଼ିଆ ଓ ଛାତଆଦିରେ ଦାନା ଖୁଣ୍ଟିବାର ଦେଖାଯାଏ
ଅଣ୍ଡିରା କପୋତ
ଯେଉଁ କପୋତର ମାଂସ ଖିଆ ଯାଏ

Example

ପ୍ରାଚୀନ କାଳରେ ପାରା ସନ୍ଦେଶବାହକର କାମ କରୁଥିଲା
ଛାତ ଉପରେ ଯୋଡେ କପୋତ ଏବଂ କପୋତୀ ଦାନା ଖୁଣ୍ଟି ଖାଉଛନ୍ତି
ରାମୁ ଭଜା ହୋଇଥିବା କପୋତ ମାଂସ ଖାଉଛି