Home Oriya Odia Dictionary

Download Oriya Odia Dictionary APP

Pill Oriya Odia Meaning

ଔଷଧ ଗୋଲି, ଗୋଲି, ବଟିକା, ବଟିକା ଗୋଲି

Definition

ମାଟି, କାଚଆଦିର ଛୋଟ ଛୋଟ ଗୋଲି ଯେଉଁଥିରେ ପିଲାମାନେ ଖେଳନ୍ତି
ଠକି ଦେଇ ଜିନିଷ ନେଇ ଯିବା
ଔଷଧ ବଟିକା
ବନ୍ଧୁକରେ ଭର୍ତ୍ତି କରି ମରାଯାଉଥିବା ସୀସା, ବାରୁଦଆଦିରେ ଢଳାଇ ହୋଇଥିବା ପ୍ରସ୍ତୁତ ଗୁଳି
ଖେଳରେ ଗୋଲ

Example

ପିଲାମାନେ ଗୁଲି ଖେଳୁଛନ୍ତି
ସେ ଲୋକଙ୍କୁ ଠକେ
ବଟିକା ଖାଇବାପରେ ମୋର ମୁଣ୍ଡବ୍ୟଥା ଭଲ ହୋଇଗଲା
ସେ ଚଢ଼େଇମାରିବାପାଇଁ ବନ୍ଧୁକରେ ଗୁଳି ଭର୍ତ୍ତି କଲା
ଗୋଲ୍‌କି ବଲ୍‌ ଉପରେ ଡେଇଁପଡ଼ିଲା ଓ ତାକୁ ନିଜ କାବୁରେ ରଖିନେଲା
ବସ୍‌ରେ ମୋର ପର୍ସ କିଏ ଚୋରେଇନେଲା
ବାରିକ ତାଙ୍କର