Home Oriya Odia Dictionary

Download Oriya Odia Dictionary APP

Pillar Oriya Odia Meaning

ଖମ୍ବ, ସ୍ତମ୍ବ, ସ୍ତମ୍ଭ, ସ୍ଥମ୍ଭ

Definition

ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
ଜଡ଼ ହେବାର ଅବସ୍ଥା ବା ଭାବ
ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ

Example

ଏହି ଗଛର ଗଣ୍ଡି ବହୁତ ସରୁ
ଜଡ଼ ପଦାର୍ଥରେ ଜଡ଼ତା ମିଳେ
ନିଅଁ ମଜବୁତ୍‌ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ
ମୋ ଶିକ୍ଷକ ଏହି ମହାବିଦ୍ୟାଳୟର ଏକ ସ୍ତମ୍ଭ
କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ