Home Oriya Odia Dictionary

Download Oriya Odia Dictionary APP

Pinch Oriya Odia Meaning

ଏକତ୍ର କରି ରଖିବା, ଏକାଠି କରି ରଖିବା, ଗୋଛା କରି ରଖିବା, ଗୋଛାଇବା, ଚିମୁଟିଦେବା, ଚିମୁଟିବା, ଧରପଗଡକରିବା, ଧରିବା, ସଜାଡିକି ରଖିବା

Definition

ଆଙ୍ଗୁଠି ଏବଂ ତର୍ଜନୀଦ୍ୱାରା କାହାରି ଶରୀରର ଚମଡ଼ା ଧରି ଚିପିବା
ଅନ୍ୟର ଜିନିଷ ଚୋରିକରି ନେବା
ବୁଢ଼ା ଆଙ୍ଗୁଳି ଓ ବିଶି ଆଙ୍ଗୁଳିରେ କାହାରି ଶରୀରର ଚମଡ଼ାକୁ ଧରି ଚିପିବା କ୍ରିୟା ଯେଉଁଥିରେ ତାହାଙ୍କର କିଛି ପୀଡ଼ା ହୁଏ
ଧରିବା ନିମନ୍ତେ ବୁଢ଼ା ଆଙ୍ଗୁଠି ଓ ବିଶି ଆଙ୍ଗୁଠ

Example

ସେ ମୋତେ ଚିମୁଟିଦେଲା
ବସ୍‌ରେ ମୋର ପର୍ସ କିଏ ଚୋରେଇନେଲା
ସେ ମୋତେ ଜୋରରେ ଚିମୁଟି ଦେଲା
ବର ଟିପେ ସିନ୍ଦୂର ନେଇ କନ୍ୟାର ସିନ୍ଥି ଭରିଦେଲା
ଗୀତ ମଝିରେ ଗାୟକଙ୍କ ଚୁଟକିଶବ୍ଦ ପରିଷ୍କାର ଶୁଣା ଯାଉଥିଲା
ସେ ଡବାରୁ ଚିମୁଟାଏ ଲୁଣ ବାହାରକରି ସାଲାଡ଼ରେ ପକାଇଲା
ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକ