Home Oriya Odia Dictionary

Download Oriya Odia Dictionary APP

Pinnacle Oriya Odia Meaning

ଚରମାବସ୍ଥା

Definition

ପାହାଡ଼ର ଶୀର୍ଷ ଦେଶ
କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
ମନ୍ଦିରଆଦିର ଚୂଡ଼ା ଉପରେ ତିଆରି ହୋଇଥିବା ବା ରଖା ଯାଇଥିବା କଳସ ଆକାରର ନିର୍ମାଣ
ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ମଙ୍ଗଳ ଅବସରରେ ପୂଜା ନିମନ୍ତେ ବା ସେମିତି ରଖ

Example

ଭାରତୀୟ ପର୍ବତାରୋହଣକାରୀ ହିମାଳୟର ଶିଖରରେ ପହଁଞ୍ଚି ଜାତୀୟ ପତାକା ଉଡ଼ାଇଲେ
ଏହି ମନ୍ଦିରର କଳଶ ସୁନାରେ ତିଆରି ହୋଇଛି
ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
ବିବାହ ସମୟରେ ମଙ୍ଗଳ କଳଶ ସ୍ଥାପନ କରାଯାଏ