Pinwheel Oriya Odia Meaning
ଚକରି, ଚକ୍ରି, ନଟୁ, ଭଉଁରୀ
Definition
ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
ଗୁଡ଼ିର ସୂତା ଗୁଡ଼େଇବାପାଇଁ ବ୍ୟବହୃତ ହେଉଥିବା ଉପକରଣ
ଏକ ପ୍ରକାରର ବାଣ ଯାହା କୌଣସି ପୃଷ୍ଠଉପରେ ଗୋଲାକାରରେ ବୁଲେ
କାଗଜ ଆଦିରେ ତିଆରି ଯେଉଁ ଖେଳନାଟି ପବନ ସହାୟତାରେ ନାଚୁଥାଏ
ଚକଭ
Example
ପିଲାଟି ଚକ୍ରି ବୁଲାଉଥିଲା
ପିଲାମାନେ ନଟେଇରେ ସୂତା ଗୁଡ଼ାଉଛନ୍ତି
ସେ ଚକ୍ରୀ ଚଲାଉଛି
ଯେତେ ଯୋରରେ ପବନ ବହିବ, ଚକ୍ରି ସେତେ ଯୋରରେ ବୁଲିବ
ଏହି ଯନ୍ତ୍ରରେ କେତେକ ଚକ୍ରୀ ଲାଗିଛି
ଜ
Hay in Oriya OdiaAutochthonal in Oriya OdiaTab in Oriya OdiaQuiet in Oriya OdiaLechatelierite in Oriya OdiaAbsorbed in Oriya OdiaSmelling in Oriya OdiaInterior in Oriya OdiaPiffling in Oriya OdiaOnetime in Oriya OdiaApr in Oriya OdiaCompensate in Oriya OdiaMaterialism in Oriya OdiaPull Together in Oriya Odia1000000 in Oriya OdiaHour in Oriya OdiaUndecipherable in Oriya OdiaKnavery in Oriya OdiaDraw in Oriya OdiaCompact in Oriya Odia