Home Oriya Odia Dictionary

Download Oriya Odia Dictionary APP

Pious Oriya Odia Meaning

ଶ୍ରଦ୍ଧାଳୁ

Definition

ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଯେ ଧର୍ମ ଅନୁସାରେ ଶୁଦ୍ଧ ବା ମହତ୍ତ୍ୱଯୁକ୍ତ
ଯାହାଙ୍କର ଧର୍ମରେ ପ୍ରବୃତ୍ତି ଅଛି ବା ଯେ ଧର୍ମ ଅନୁସାରେ କାର୍ଯ୍ୟ କରେ
ଯାହା ମନରେ ଶ୍ରଦ୍ଧା ଅଛି
ମନରେ ଶ୍ରଦ୍ଧା ଥିବା

Example

କାଶୀ ଏକ ପବିତ୍ର ସ୍ଥାନ
ଧାର୍ମିକ ବ୍ୟକ୍ତି ବିପତ୍ତିରେ ମଧ୍ୟ ନିଜ ଧର୍ମ ଛାଡ଼େନାହିଁ
ଗ୍ରାମର ଅନେକ ଶ୍ରଦ୍ଧାଳୁ ବ୍ୟକ୍ତି ତୀର୍ଥ କରିବାକୁ ଯାଇଛନ୍ତି
ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧା