Home Oriya Odia Dictionary

Download Oriya Odia Dictionary APP

Pisces Oriya Odia Meaning

ମୀନ, ମୀନରାଶି

Definition

ବାର ରାଶିମାନଙ୍କ ମଧ୍ୟରୁ ଶେଷ ଯେଉଁଥିରେ ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ଓ ରେବତୀ ନକ୍ଷତ୍ର ଅଛନ୍ତି
ଏକ ଜଳଜନ୍ତୁ ଯାହାର ଶରୀର ଉପରେ କାତି ଥାଏ ଏବଂ ଶ୍ୱାସ ନେବାପାଇଁ ଗାଲିସି ଥାଏ

Example

ତାଙ୍କର ମୀନ ରାଶି
ମାଛଧରାଳିମାନେ ସମୁଦ୍ରରେ ମାଛ ଧରୁଛନ୍ତି