Home Oriya Odia Dictionary

Download Oriya Odia Dictionary APP

Pissed Oriya Odia Meaning

ମଦମତ୍ତ, ମଦୋନ୍ମତ୍ତ, ମାତାଲ

Definition

ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ମଦ ପିଇଥିବା ବ୍ୟକ୍ତି
ଯେ ମଦପାନ କରିଥାଏ

Example

ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
ସେ ପୂରାପୂରି ମାତାଲ ଥିଲା