Home Oriya Odia Dictionary

Download Oriya Odia Dictionary APP

Placate Oriya Odia Meaning

ପ୍ରସନ୍ନ କରେଇବା, ମନାଇବା

Definition

ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା
ଚିତ୍ତ ବା ମନର ଆବେଗ,ଉତ୍ସାହ ଆଦି ଶାନ୍ତ ବା ମନ୍ଥର କରିବା

Example

ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା
ସେ ଓଲଟା ସିଧା ଶୁଣାଇଁ ମୋ ଉତ୍ସାହ କମାଇଦେଲା