Plague Oriya Odia Meaning
ପୀଡିତ କରିବା, ହଇରାଣ କରିବା
Definition
ମୂଷାଦ୍ୱାରା ବ୍ୟାପୁଥିବା ଗୋଟିଏ ବିପଦଜନକ ପ୍ରାଣ ସଂହାରୀ ସଂକ୍ରାମକ ରୋଗ
ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି
Example
ଆଗକାଳରେ ପ୍ଲେଗ ରୋଗରେ ଗାଁଗାଁ ଉଜୁଡ଼ି ଯାଉଥିଲା
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
ଅତୀତରେ ମହାମାରୀରେ ଗାଁ କୁ ଗାଁ ସଫା ହୋଇ ଯାଉଥିଲେ
ବିପଦ କାଳରେ ହିଁ ହିତୈଷୀମାନଙ୍କ ପରୀକ୍ଷା ହୋଇଥାଏ
ମାଙ୍କଡ଼ପଲ ଉତ୍ପାତ
Salivary Gland in Oriya Odia88 in Oriya OdiaMatchless in Oriya OdiaRock in Oriya Odia31 in Oriya OdiaAcceptance in Oriya OdiaSubdue in Oriya OdiaCountry Of Origin in Oriya OdiaSpring-loaded in Oriya OdiaInauspicious in Oriya OdiaAdvantageously in Oriya OdiaIdolater in Oriya OdiaTiddler in Oriya OdiaAfghanistan in Oriya OdiaNederland in Oriya OdiaMeteoroid in Oriya OdiaUpgrade in Oriya OdiaRepublic Of Zambia in Oriya OdiaMarine in Oriya OdiaCarve Up in Oriya Odia