Home Oriya Odia Dictionary

Download Oriya Odia Dictionary APP

Plan Oriya Odia Meaning

ଇଚ୍ଛା କରିବା, ଉଦ୍ଦେଶ୍ୟ ରହିବା, ନମୁନା, ପରିକଳ୍ପନା କରିବା, ପ୍ରତିମାନ, ପ୍ରାରୂପ, ମଡେଲ, ମନହେବା, ଯୋଜନା କରିବା, ରୂପରେଖ, ସଂଘଟନ କରିବା, ସଂଯୋଜନା କରିବା

Definition

କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
କୌଣସି କାର୍ଯ୍ୟ ବା ଉଦ୍ଦେଶ୍ୟ ସାଧନା କରିବାପାଇଁ ଯେଉଁ ରୂପରେଖର କଳ୍ପନା ହୋଇଛି ମାତ୍ର ସଂପୂର୍ଣ୍ଣ ନିଶ୍ଚିତ ହୋଇ ନାହିଁ
କୌଣସି

Example

ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
ଏଥର ଭାରତର ଆର୍ଥିକ ପରିସ୍ଥିତିକୁ ଧ୍ୟାନରେ ରଖି ଯୋଜନା ଗୁଡ଼ିକ ପ୍ରସ୍ତୁତ କରାଯାଉଛି
ଆସନ୍ତା ବର୍ଷ ବିଦେଶ ଯିବାର ଯୋଜନା ରହିଛି
ସୁରକ୍ଷାତ୍ମ