Home Oriya Odia Dictionary

Download Oriya Odia Dictionary APP

Plant Oriya Odia Meaning

ଅଧିଷ୍ଠିତ କରିବା, ଗଛପତ୍ର, ଗଛଲତା, ପୋତିବା, ବନସ୍ପତି, ରୋଇବା, ସ୍ଥାପନ କରିବା

Definition

ଗତି ହୀନ ଓ ପ୍ରାୟ ସ୍ୱୟଂ ନିଜ ଖାଦ୍ୟ ତିଆରି କରୁଥିବା ସଜୀବ
ଏକ ପ୍ରକାର ଛୋଟ ଗଛ
ବଡ଼ ଆକାରରେ ଜିନିଷ ଉତ୍ପାଦିତ ହେଉଥିବା ସ୍ଥାନ
କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ
ଲୁଗା, କାନ୍ଥଆଦି

Example

ଜଙ୍ଗଲରେ ପ୍ରକାର ପ୍ରକାରର ଗଛଲତା ଦେଖାଯାଏ
ଶ୍ୟାମର ବଗିଚାରେ ନାନା ପ୍ରକାର ଛୋଟ ଗଛ ଅଛି
ଏହି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଛନ୍ତି
ଏହି ପରଦା ଉପରେ ତିଆରି ହୋଇଥିବା ବଡ଼ ବୁଟିକାମ ଆକର୍