Home Oriya Odia Dictionary

Download Oriya Odia Dictionary APP

Plaster Oriya Odia Meaning

ଥାପିବା, ପଲସ୍ତରା, ପ୍ଲାଷ୍ଟର, ବୋଳିବା, ଲଦିବା, ଲିପିବା

Definition

ଓଦା ବସ୍ତୁର ପତଳା ଲେପ ଚଢ଼ାଇବା
କାନ୍ଥରେ ଲଗାଯାଉଥିବା ସିମେଣ୍ଟ, ଚୂନ ଆଦିର ବହଳିଆ ଲେପ
କପଡ଼ା ଉପରେ ଗୋଟିଏ ପ୍ରକାରର ମାଟି ବା ରାସାୟନିକ ପଦାର୍ଥ ପକାଇ ପ୍ରସ୍ତୁତ ଗୋଟିଏ ଚିକିତ୍ସୀୟ ପଟୀ ଯାହା ତ୍ୱଚାରେ ଲଗାଇ ଦିଆଯାଏ
ହାଡଭଙ୍ଗା ବା ମୋଡ଼ି ହୋଇଥିବା

Example

ସେ ଗୋବରରେ ଘର ଲିପୁଛି
ନୂଆ ପଲସ୍ତରା କରିବାପାଇଁ ସେ ଘରର ପୁରୁଣା ପଲସ୍ତରାକୁ ଛଡ଼ାଉଥିଲେ
ଗତିହୀନ କରିବା,ଔଷଧ ଢାଳିବା,ଅସ୍ଥିଭଙ୍ଗରେ ଜଖମକୁ ସୁନିଶ୍ଚିତ କରିବା, ଜଖମକୁ ରକ୍ଷା କରିବା ଅଥବା ପ୍ରଲେପ ପଟୀକୁ ଏହି ସ୍ଥାନରେ ରଖିଦେବା ଲାଗି କରାଯାଇଥାଏ
ପ୍ଲାଷ୍ଟରଦ୍ୱାରା