Home Oriya Odia Dictionary

Download Oriya Odia Dictionary APP

Platform Oriya Odia Meaning

ମଞ୍ଚା

Definition

ସେହି ଉଚ୍ଚ ମଣ୍ଡପ ବା ସ୍ଥାନ ଯାହାଉପରେ ବସି ବା ଛିଡ଼ାହୋଇ ସର୍ବସାଧାରଣଙ୍କ ସମ୍ମୁଖରେ କୌଣସି କାର୍ଯ୍ୟ କରାଯାଏ ବା କିଛି କୁହାଯାଇଥାଏ
ଶୁଭ ବା ଧାର୍ମିକ କାମ ନିମନ୍ତେ ତିଆରି ହୋଇଥିବା ଉଚ୍ଚ ଛାୟାପ୍ର

Example

ନେତା ମଞ୍ଚ ଉପରେ ଆସୀନ ଥିଲେ
ସେ ବେଦୀ ଉପରେ ବସି କାହାଣୀ ଶୁଣାଉଛନ୍ତି
ପ୍ଲାଟଫର୍ମ ଉପରେ ବହୁତ ଭିଡ ହୋଇଛି