Home Oriya Odia Dictionary

Download Oriya Odia Dictionary APP

Player Oriya Odia Meaning

ଅଭିନେତା, ନଟ, ନାଟୁଆ, ବଜେଇବାବାଲା, ବାଜାବାଲା, ବାଦକ

Definition

ଯିଏ ବାଜା ବଜାଏ
ଅଭିନୟ କରିବା ବା ସୁଆଙ୍ଗ ଦେଖାଉଥିବା ପୁରୁଷ
ପ୍ରତିଯୋଗିତାଆଦି ଖେଳରେ କୌଣସି ପକ୍ଷ ବା ଦଳ ତରଫରୁ ଖେଳିବାପାଇଁ ସମ୍ମିଳିତ ହେଉଥିବା ବ୍ୟକ୍ତି
ଖେଳ-ତାମସାଆଦି ଭଳି ବିଭିନ୍ନ ପ୍ରକାରର କସରତ କରିବା, ଦଉଡି ଉପରେ ଚାଲିବାଆଦିର

Example

ସେ ଜଣେ କୁଶଳ ବାଦକ
ସେ ଜଣେ କୁଶଳ ଅଭିନେତା
ସଚିନ କ୍ରିକେଟର ଜଣେ ଉତ୍କୃଷ୍ଟ ଖଳାଳୀ
ଆଜି ଆମେ ଯାଦୁକରର ଖେଳ ଦେଖିବାକୁ ଯିବା
ତାର୍କିକଙ୍କର ସଟୀକ ତର୍କ ଶୁଣି ସମସ୍ତେ ହାର ମାନିଲେ